The Ultimate Managed Hosting Platform
ADVERTISEMENT

ପୂର୍ବତନ ବିଡିଓଙ୍କୁ ୨ ବର୍ଷ ଜେଲ୍

Facebook
Twitter
LinkedIn

ବଲାଙ୍ଗିର : ଆୟ ବର୍ହିଭୂତ ସମ୍ପତ୍ତି ନେଇ ପୂର୍ବତନ ବିଡିଓଙ୍କୁ ଜେଲ ଦଣ୍ଡାଦେଶ । ଆଗଲପୁର ବ୍ଲକ ପୂର୍ବତନ ବିଡିଓ ସିଲଭାନସ୍ ଲାକ୍ରାଙ୍କୁ ଜେଲ । ଜେଲ ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ । ୨ ବର୍ଷ ଜେଲ ଏବଂ ୫ ଲକ୍ଷ ଟଙ୍କା ଜରିମାନା କଲେ ଭିଜିଲାନ୍ସ କୋର୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଲଭାନସକୁ ଦଣ୍ଡାଦେଶ । ସିଲଭାନସଙ୍କ ପେନସନ୍ ବନ୍ଦ କରିବାକୁ ସରକାରଙ୍କୁ ଲେଖିବ ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login