The Ultimate Managed Hosting Platform
ADVERTISEMENT

ପୁରୀ ସୁରକ୍ଷାରେ AI

Facebook
Twitter
LinkedIn

ପୁରୀ : ପୁରୀ ସୁରକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଗତିବିଧି ଉପରେ ନଜର ରଖିଛି AI । ସମ୍ପୁର୍ଣ୍ଣ ସହରରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷାରେ ୮୦ ପ୍ଲାଟୁନ ଫୋର୍ସ ମୁତୟନ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସୂଚନା । ଜଗନ୍ନାଥମୟ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେଲା ନୂଆ ଫର୍ଦ୍ଦ । ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଉତ୍ସାହ । ମନ ଆଜି ଭରି ଉଠୁଛି । ଜଗନ୍ନାଥ ଧାମ ଆଜି ଏକ ନୂଆ ରୂପରେ ଶୋଭା ପାଇବାକୁ ଯାଉଛି । ପୌଷ ଶୁକ୍ଲସପ୍ତମୀ ତିଥିରେ ତଥା ଆଜିର ଦିନରେ ହେଉଛି ପରିକ୍ରମା ପ୍ରକଳ୍ପର ଉଦଘାଟନ । ଏହି ତିଥି, ବାର, ନକ୍ଷତ୍ର ଓ ତାରିଖ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ହେବ ଏକ ସ୍ମରଣୀୟ ଦିନ। ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login