ପୁରୀ : ପୁରୀ ସମୁଦ୍ରରେ ବୁଡି ଜଣେ ଯୁବକ ନିଖୋଜ । ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ଯୁବକ । ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଉତ୍ତମପୁର ଗାଁର ପ୍ରିୟାଂଶୁ ବେହେରା । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଲାଇଫଗାର୍ଡ ମାନଙ୍କ ଦ୍ୱାରା ଖୋଜା ଖୋଜି ଚାଲିଛି ।
Views: 32