The Ultimate Managed Hosting Platform
ADVERTISEMENT

ପୁରୀ ଦଳାଚକଟାର ଭିଡିଓ ସେୟାର କରିବାକୁ ଅନୁରୋଧ-ଅନୁ ଗର୍ଗ

Facebook
Twitter
LinkedIn

ପୁରୀ : ରୀ ରଥଯାତ୍ରା ଦଳାଚକଟା ସଂପର୍କିତ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାକୁ ପ୍ରଦାନ କରନ୍ତୁ । ଅନେକ ଲୋକ ଶରଧାବାଲିରେ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯାହାକି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । କିଛି ଲୋକଙ୍କୁ ପଚରାଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି କହିଛନ୍ତି ଉନ୍ନୟନ କମିଶନର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login