The Ultimate Managed Hosting Platform
ADVERTISEMENT

ପୁରୀ ଜିଲାର ଜିଲ୍ଲାପାଳ ଓ ସତ୍ୟବାଦୀର ବିଧାୟକ ମିଳିତ ଭାବରେ କଣାଷ ବ୍ଲକର ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି ।

Facebook
Twitter
LinkedIn

ପୁରୀ ଜିଲ୍ଲା ଜିଲ୍ଲାପାଳ ଓ ସତ୍ୟବାଦୀ ବିଧାୟକ ମିଳିତ ଭାବରେ କଣାସ ବ୍ଲକର ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି।

କଣାସ ବ୍ଲକର ମନ୍ଦାକିନୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ଦିବ୍ୟସିଂହ ପୁର ଗ୍ରାମ ପଂଚାୟତର ତୋଟା ପଡା ଛକରେଘାଇ ସୃଷ୍ଟି ହୋଇଯାଇଛି। ତେଣୁ ଆଜି ପୁରୀ ଜିଲାପାଳ ସତ୍ୟବାଦୀ ବିଧାୟକ, କଣାସ ବିଡିଓ ଦୋକନ୍ଦା, ଦିବ୍ୟସିଂହ ପୁର ସରପଂଚ ପରିଦର୍ଶନ କରିଥିଲେ । ଜିଲାପାଳ କଣାସ ବିଡିଓଙ୍କୁ ଘାଇ ସ୍ଥାନରେ ବାଲି ବସ୍ତା ସହ ଆଲୋକର ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଷ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।...

ADVERTISEMENT

Login