ପୁରୀ : ପୁରୀ ଅଘଟଣ ନେଇ ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ମୃତ ୩ ଭକ୍ତଙ୍କ ପରିବାର ପ୍ରତି ଏକ୍ସରେ ସମବେଦନା ଜଣାଇଲେ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆରୋଗ୍ୟ କାମନା କଲେ । ଭିଡକୁ ପରିଚାଳନା କରିବା ପାଇଁ କୈାଣସି ସରକାରୀ ବ୍ୟବସ୍ଥା ନ ଥିଲା । ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ । ବାହାନା କରିବା ଆଶ୍ଚ ର୍ଯ୍ୟଜନକ, ଏଥିପାଇଁ ପ୍ରଶାସନର ସମ୍ପୁର୍ଣ୍ଣ ଦାୟୀ । ଆଡପ ବିଜେ, ବାହୁଡା , ସୁନାବେଶ ପାଇଁ ସଂଶୋଧନ ମୂଳକ ପଦକ୍ଷେପ ନିଅନ୍ତୁ । କିନ୍ତୁ ସେମାନଙ୍କ ଚରମ ଉଦାସୀନତା ଯୋଗୁଁ ନିଃସନ୍ଦେହରେ ଆଜିର ଘଟଣା ଘଟିଲା ବୋଲି ନବୀନ ଲେଖିଛନ୍ତି । ଆଗକୁ ଆଡ଼ପ ବିଜେ, ବାହୁଡା, ସୁନାବେଶ ଏବଂ ଅନ୍ୟାନ୍ୟ ପ୍ରମୁଖ ନୀତିକାନ୍ତି ରହିଛି । ତାହାକୁ ସୁରୁଖୁରୁରେ କରିବାକୁ ସରକାର ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନବୀନ ଅପିଲ କହିଛନ୍ତି । ଆଜି ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟାରେ ମୃତ ତିନି ଭକ୍ତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆହତ ଭକ୍ତଙ୍କ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ପୁରୀ ଅଘଟଣକୁ ନେଇ ନବୀନଙ୍କ ସମବେଦନା, କହିଲେ ପ୍ରଶାସନ ସମ୍ପୁର୍ଣ୍ଣ ଦାୟୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...