ଭୁବନେଶ୍ୱର : ପୁରୀ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦୁଃଖ ପ୍ରକାଶ । ଶୋକସନ୍ତପ ପରିବାରକୁ ସମବେଦନା , ଆହତଙ୍କ ଆଶୁଆରୋଗ୍ୟ କାମନା କଲେ । ଆହତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ । ଆହତଙ୍କୁ ଯଥା ସମ୍ଭବ ସାହାଯ୍ୟ ନ କରିବାକୁ କଂଗ୍ରେସ କର୍ମକର୍ତ୍ତାଙ୍କୁ କହିଲେ । ଏଭଳି ବଡ ଆୟୋଜନର ଗମ୍ଭୀରତା ଦୃଷ୍ଟିରୁ ସୁରକ୍ଷା ସମୀକ୍ଷା ଜରୁରୀ । ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଅଘଟଣକୁ ଗମ୍ଭୀର ଚେତାବନୀ ବୋଲି ଉଦବେବ ପ୍ରକାଶ କରିଛନ୍ତି ରାହୁଲ। ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନାର ବ୍ୟବସ୍ଥା ଗମ୍ଭୀରତାର ସହ ପ୍ରସ୍ତୁତି କରିବା ଜରୁରୀ ।
Views: 8