ପୁରୀ : ପୁରୀ ଶରଧାବାଲି ଅଘଟଣ ଘଟଣାରେ ରାଜ୍ୟ ସରକାର ନେଲେ ବଡ଼ କାର୍ୟ୍ୟାନୁଷ୍ଠାନ । ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି – ଡିସିପି ବିଷ୍ଣୁ ପତିଙ୍କୁ ସସ୍ପେଣ୍ଡ୍ ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁମଧ୍ୟ ସସ୍ପେଣ୍ଡ୍ କଲେ ରାଜ୍ୟ ସରକାର ।
Views: 15