The Ultimate Managed Hosting Platform
ADVERTISEMENT

ପୁରୀ ଅଘଟଣ : ପ୍ରଶାସନିକ ଅଧିକାରୀ ନ ଥିଲେ, ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ

Facebook
Twitter
LinkedIn

ପୁରୀ : ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବେଳେ ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ । ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ କରୁଛନ୍ତି ପ୍ରତ୍ୟକ୍ଷଦର୍ଶୀ । ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ ।
ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ଭକ୍ତଙ୍କ ଭିଡ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା । ଭିଡ ଭିତରେ ଟ୍ରକ ପଶିବାରୁ ଅଘଟଣ ଘଟିଥିବା ସୂଚନା । ଚାରମାଳ ବୋଝେଇ ଟ୍ରକ ପଶିବାରୁ ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭକ୍ତଙ୍କ ଭିଡ ଭିତରେ ୨ଟି ଟ୍ରକ ପଶିଥିଲା । ଟ୍ରକ ପଶିବା ଯୋଗୁଁ ଠେଲାପେଲା ହୋଇଥିଲା । ଭିଡ ଭିତରେ ଟ୍ରକ ପଶିବାକୁ କିଏ ଦେଲା ଅନୁମତି ପ୍ରଶ୍ନ କରୁଛନ୍ତି ।
ଠେଲାପେଲା ବେଳେ ନଥିଲେ ପୋଲିସ ଅଧିକାରୀ ବୋଲି ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କେହି ପୋଲିସ ନଥିଲେ କହିଲେ ପ୍ରତ୍ୟକ୍ଷଦର୍ଶୀ । ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନ ଥିଲା ।
ଅନ୍ୟପଟେ ପତ୍ନୀଙ୍କୁ ହରାଇଥିବା ବୋଲଗଡ ଗୋବର୍ଦ୍ଧନପୁରର ବ୍ୟକ୍ତି ପ୍ରତିକ୍ରିୟା ରଖିଛନ୍ତି । ପାଣି ଟୋପେ ପାଇଁ ପୋଲିସ ଡାକିଲୁ, ନ ଶୁଣି ଦୈାଡି ପଳାଇଲେ । ପ୍ରଶାସନିକ ଅବହେଳାରୁ ମୋ ସ୍ତ୍ରୀ ମରିଗଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login