The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୁନମ ପାଣ୍ଡେ ଜୀବିତ

Facebook
Twitter
LinkedIn

ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଜୀବିତ । ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ ପୁନମ । ସର୍ଭିକାଲ କ୍ୟାନସର ସଚେତନତା ପାଇଁ ଏପରି କରିଥିବା କହିଲେ । ସର୍ଭାଇକାଲ କ୍ୟାନ୍ସରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ମିଳିମିଶି ଏଭଳି ରୋଗକୁ ଦୂର କରିବା । ଯେଉଁମାନଙ୍କୁ ମୁଁ କଷ୍ଟ ଦେଇଛି, ସେମାନଙ୍କୁ କ୍ଷମା ମାଗୁଛି ବୋଲି ପୁନମ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି । ମୃତ୍ୟୁ ନେଇ କାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସର୍ଭିକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଥିଲା । ଗତକାଲି ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା । ପୁନମଙ୍କ ସର୍ଭାଇକାଲ କ୍ୟାନ୍ସରରେ ମୃତ୍ୟୁ ହୋଇଥିବା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ସୂଚନା ମିଳିଥିଲା । ଏହି ଖବର ଭାଇରାଲ ହେବା ପରେ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ହେଲେ ଆଜି ସେ ନିଜେ ସାମ୍ନାକୁ ଆସି ସତ କଥା ସାମ୍ନାକୁ ଆଣିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବା ସମ୍ଭାବନା । ପ୍ରଭାବରେ ଏକ ଲଘୁଚାପ...

ADVERTISEMENT
ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...