ଭୁବନେଶ୍ୱର : ପୁଣି ସଂଶୋଧନ ହେବ ୨୦୨୦ ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ । ଗୃହରେ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ପୁରୁଣା ଢାଞ୍ଚାକୁ ଫେରିବୁ , ସିନେଟ ବ୍ୟବସ୍ଥା ରହିବ । ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବ । ନିଯୁକ୍ତି କ୍ଷମତା ବିଶ୍ୱ ବିଦ୍ୟାଳୟକୁ ଦିଆଯିବ , ବିଚାର ଚାଲିଛି । ୧୯୮୯ ବିଶ୍ୱବିଦ୍ୟାଳୟ ଆଇନକୁ ବିଜେଡି ସରକାର ୨୦୨୦ ନଭେମ୍ବରରେ ସଂଶୋଧନ କରିଥିଲେ । ଏବେ ଏହାକୁ ପୁଣ ିସଂଶୋଧନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।
Views: 82











