ଭୁବନେଶ୍ୱର : ଦୀର୍ଘଦିନ ପରେ ପୁଣି ମୁହଁ ଖୋଲିଲେ ସୈାମ୍ୟ ପଟ୍ଟନାୟକ । ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୈାମ୍ୟଙ୍କ ବଡ ମନ୍ତବ୍ୟ । ଓଡିଆ ଅସିମତା, ପରିକ୍ରମା ପ୍ରକଳ୍ପ , ନିଜ ଭବିଷ୍ୟତ ନେଇ ମନ୍ତବ୍ୟ ଦେଲେ । ବିକାଶ ନାଁରେ ରାସ୍ତାଘାଟ, କୋଠାବାଡି କରିଦେଲେ ବିକାଶ ନୁହେଁ କହିଲେ । ବାହ୍ୟ ବିକାଶ ତୁଳନାରେ ଓଡିଆଙ୍କ ଅସିମତା ବିକାଶର ଅଭାବ ରହିଛି । ଓଡିଆ ଅସିମତାର ପ୍ରମାଣ ଓଡିଆ ଯୁବକଙ୍କ ପାଖରେ ମୁଁ ଦେଖୁନି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଂକୋଚ ନୁହଁନ୍ତି ।
_êYò cêjñ ùLûfòùf ùi÷ûcý : G[e Zú~ðýK Zúe
Views: 110











