The Ultimate Managed Hosting Platform
ADVERTISEMENT

ପୁଣି ଦନ୍ତା ଶିକାର !

Facebook
Twitter
LinkedIn

ଭଞ୍ଜନଗର : ପୁଣି ଦନ୍ତା ଶିକାର । ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଦନ୍ତାହାତୀର ରକ୍ତାକ୍ତ ମୃତଦେହ ଠାବ । ମୁଜାଗଡ ବନାଞ୍ଚଳ ବଣିଆପାଲି ସଂରକ୍ଷିତ ଜଙ୍ଗଲରେ ଠାବ । ପାଟିରୁ ରକ୍ତ ବାହାରୁଥିବା ଶିକାରୀ ଗୁଳି ବାଜିଥିବା ସନେ୍ଦହ । ପୋଷ୍ଟମର୍ଟମ ପରେ ସବୁ ସ୍ପଷ୍ଟ ହେବ କହିଲେ ଡିଏଫଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login