The Ultimate Managed Hosting Platform
ADVERTISEMENT

ପୁଣି ଥରେ କରୋନା ସଂକ୍ରମିତ ହେଲେ ଭଦ୍ରକ ବିଧାୟକ

Facebook
Twitter
LinkedIn

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ପୂର୍ବରୁ ଥରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଥରେ ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍ଗରୋଧରେ ରହିଛନ୍ତି । ବିଧାୟକ ଦ୍ଵିତୀୟ ଥର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ ହେବା ସହ ଟେଷ୍ଟ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login