ନୀଳଗିରି : ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରିରେ । କେହି ଜଣେ ନବଜାତ ଶିଶୁ କନ୍ୟାକୁ ନୀଳଗିରି ୬ ନମ୍ବର୍ ୱାର୍ଡ ମଙ୍ଗଳା ମନ୍ଦିର ଗଳିରେ ପାହାଡ ପାଖ ମସଜିଦ ପାଖରେ ପକେଇ ଦେଇଯାଇଥିଲା । ଏନେଇ ଖବର ପାଇ କିଛି ଲୋକ ସ୍ଥାନୀୟ ଥାନାରେ ଜଣାଇଲେ । IIC ଏକଥା ଜାଣିବା ପରେ ଶିଶୁଟିକୁ ଉଦ୍ଦାର କରି ନୀଳଗିରି SDH ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ।
Views: 106











