The Ultimate Managed Hosting Platform
ADVERTISEMENT

ପୁଅ ବାହା ପାଇଁ ଆସି ବାପା ଶବ ହୋଇଗଲେ

Facebook
Twitter
LinkedIn

ପାଟଣାଗଡ : ପୁଅ ବାହା କରିବାକୁ ବର ଯାତ୍ରୀ ନେଇ ଆସିଥିବା ବାପାଙ୍କର ଚାଲିଗଲା ପ୍ରାଣ । ବେଲପଡା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭା ଯାତ୍ରା ବେଳେ ଅଘଟଣ ଘଟିଛି । ବର ବେଶରେ ପୁଅ ବସିଥିବା କାର ବାପା ଉପରେ ମାଡିଯିବାରୁ ଜୀବନ ଗଲା । କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର ହୋଇଛନ୍ତି । ଶବ ଗୃହରେ ବାପାଙ୍କ ମର ଶରୀର ଥିବା ବେଳେ ବାହାହୋଇ ଦୁଃଖରେ ଫେରିଲେ ପୁଅ । ମୃତକଙ୍କ ନାଁ ଚୈତନ୍ୟ ବାଗ । ପ୍ରୋସେସନ୍ ଚାଲିଥିବା ବେଳେ ବର ଗାଡ଼ି ଚୈତନ୍ୟଙ୍କୁ ଧକ୍କା ଦେଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login