The Ultimate Managed Hosting Platform
ADVERTISEMENT

ପିଲାଙ୍କୁ ଦିଆଯିବ “ଯାଦୁପେଡି”

Facebook
Twitter
LinkedIn

ଭୁବନେଶ୍ୱର : ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା । ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ଯାଦୁପେଡି । ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟକୁ ୪୫ ହଜାର ସ୍କୁଲରେ ବଣ୍ଟନ ହେବ । ଏ ନେଇ ରାଜ୍ୟ ସରକାର ଖର୍ଚ୍ଚ କରିବେ ୯୦ କୋଟି । ଲୋକସେବା ଭବନରେ ଯାଦୁପେଡି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଦୁପେଡି ପିଲାଙ୍କୁ ପାଠ ପଢିବା ପାଇଁ ଆକୃଷ୍ଟ ହେବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଥିବା ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login