The Ultimate Managed Hosting Platform
ADVERTISEMENT

ପିକଅପ ଓଲଟି ୭ରୁ ଅଧିକ ଆହତ

Facebook
Twitter
LinkedIn

ଜଳେଶ୍ୱର : କଳସ ଶୋଭାଯାତ୍ରା ପାଇଁ ଯାଉଥିବା ପିକଅପ ଓଲଟିଲା । ସିଂଲା ଥାନା ରାଇପୁର ନିକଟରେ ଓଲଟିଲା ପିକଅପ ଭ୍ୟାନ । ହରିହାଟ ମହୋତ୍ସବର କଳସ ଶୋଭାଯାତ୍ରା ଯିବା ବେଳେ ଅଘଟଣ । ୭ରୁ ଅଧିକ ଗୁରୁତରଙ୍କୁ ବସ୍ତା ଓ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login