The Ultimate Managed Hosting Platform
ADVERTISEMENT

ପିକଅପ ଓଲଟି ଜଣେ ମୃତ, ୫ ଆହତ

Facebook
Twitter
LinkedIn

ଜଗତସିଂହପୁର : ପିକଅପ ଓଲଟି ଜଣେ ମୃତ । ୫ ଜଣ ଆହତ ହୋଇଛନ୍ତି । ଘୋଡାନାଚ କରିବାକୁ ଯିବା ବେଳେ ପାତ୍ରପଡା ନିକଟରେ ଦୁର୍ଘଟଣା । ନବୀନ ଓଡିଶା କାର୍ଯ୍ୟକ୍ରମରେ ଘୋଡାନାଚ କରିବାକୁ ଯାଉଥିଲେ । ବାଲିକୁଦା ଥାନା ବଗେଇପୁରକୁ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login