ନୂଆଦିଲ୍ଲୀ : ପିଏମଇ-ବସ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି । ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଚାଲିବ ଇଲେକ୍ଟ୍ରି ବସ । ୫୭ , ୬୧୩ କୋଟି ବ୍ୟୟରେ ୧୦ ହଜାର ଇ-ବସ ଚାଲିବ । ପିପିପି ମୋଡରେ ପରିଚାଳିତ ହେବ ଇ-ବସ ସେବା ।
Views: 91
ନୂଆଦିଲ୍ଲୀ : ପିଏମଇ-ବସ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି । ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଚାଲିବ ଇଲେକ୍ଟ୍ରି ବସ । ୫୭ , ୬୧୩ କୋଟି ବ୍ୟୟରେ ୧୦ ହଜାର ଇ-ବସ ଚାଲିବ । ପିପିପି ମୋଡରେ ପରିଚାଳିତ ହେବ ଇ-ବସ ସେବା ।
ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...
ପଞ୍ଜାବ : ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ...
ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...
ରେଢାଖୋଲ : ଘୁଷୁରାମାଲର ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ । କିଛି ଦୁର୍ବୁତ୍ତ ଏକ କାରରେ ଆସି ଅପହରଣ କରିନେଇଥିବା ଅଭିଯୋଗ । ରେଢାଖୋଲ ଥାନାରେ ଅଭିଯୋଗ...