କଳିଙ୍ଗନଗର ସ୍ଥିତ କେ-8 ଠାରେ ପାୱାର ପଏଣ୍ଟ ଇଞ୍ଜିନିୟରିଙ୍ଗ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି | ଏହି ପୂଜାରେ ପାୱାର ପଏଣ୍ଟ ଅଫିସର ଡିରେକ୍ଟର ଶ୍ରୀଯୁକ୍ତ ସମୀର କୁମାର ନାୟକ ( ବାପି ବାବୁ ), ମ୍ୟାନେଜର ସୌଭାଗ୍ୟ ନାୟକ, ଚେୟାରମ୍ୟାନ ରାଜ କିଶୋର ନାୟକ ଏବଂ ଅଫିସର କର୍ମଚାରୀ ଶ୍ରୀଯୁକ୍ତ ରାଜା ବାବୁ , ନୀତେଶ ବାବୁ, ମୁନା ବାବୁ, ବିଶ୍ୱଜିତ ବାବୁ, ସୁବାଷ ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ରହି ବିଶ୍ୱକର୍ମାଙ୍କର ପୂଜା ସୁଚାରୁରୂପେ ତୁଲାଇଥିଲେ |

Views: 175