ଭୁବନେଶ୍ୱର : ଗାଡି ଚାଳକଙ୍କ ପାଇଁ କଡା ନିୟମ । ଏନଏଚରେ ପାର୍କିଂ ସ୍ଥାନରେ ଟ୍ରକ ନ ରଖିଲେ କାର୍ଯ୍ୟାନୁଷ୍ଠାନ । ପାର୍କି ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଟ୍ରକ ରଖିଲେ କାର୍ଯ୍ୟାନୁଷ୍ଠାନ । ଶୂନ୍ୟ ଦୁର୍ଘଟଣା ସପ୍ତାହରେ ଆରଟିଓ-୧ଙ୍କ ସୂଚନା । ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୪୯ ଜଣଙ୍କ ଚାଲାଣ କଟିଛି । ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ୧୨ ଜଣଙ୍କ କଟିଛି ଚାଲାଣ । ସନ୍ଧ୍ୟାରେ ନିୟମ କଡାକଡି ସହ ପାଟ୍ରୋଲିଂ ଜୋରଦାର ହେବ ।
Views: 65