The Ultimate Managed Hosting Platform
ADVERTISEMENT

ପାରାଦୀପ ବନ୍ଦରରେ ଜାହାଜରୁ ଖସିପଡି ବିଦେଶୀ ନାଗରିକଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ପାରାଦୀପ: ପାରାଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଖସି ପଡ଼ି ବିଦେଶୀ ନାଗରିକଙ୍କ ମୃତ୍ୟୁ। କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଟା ଫ୍ଲାଗର ଜାହାଜ ‘ଏମଭି ଯୁକାଡ଼’ ର ଜଣେ ଓ.ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ଅପରାହ୍ନରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର ନାବିକ ଆଜାରକନ ୟର୍ଲ ୱଲହେଲ୍ମ କ୍ୟୁରାଓ ସଫେଇ କରୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ । ତାଙ୍କୁ ଆଙ୍କରେଜରୁ ଉଦ୍ଧାର କରି ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଜାହାଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜ ରହିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login