The Ultimate Managed Hosting Platform
ADVERTISEMENT

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଘଟଣାର ଚାଲିଛି ତଦନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ପାଣ୍ଡିଆନଙ୍କ ହେଲିକପ୍ଟର ବଲା ଘଟଣାର ଚାଲିଛି ତଦନ୍ତ । ତଦନ୍ତ ପରେ ନିଆଯିବ କାର୍ୟ୍ୟାନୁଷ୍ଠାନ । ବ୍ୟକ୍ତିଗତ କାର୍ଯ୍ୟରେ ହେଲିକେପ୍ଟରରେ ବୁଲିବାକୁ ନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର ନିର୍ଯ୍ୟାସ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଯାହା ଲୋକଙ୍କ ମନରେ ସନ୍ଦେହ ଅଛି ତାହା ସତ ହୋଇପାରେ । ଅପେକ୍ଷା କରନ୍ତୁ ପାଣ୍ଡିଆନଙ୍କ ଉପରେ ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଦୁର୍ନୀତି ବିରୁଦ୍ଧରେ ଆମ ସରକାର ଶୁନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ତେଣୁ ହେଲିକ୍ୟାପ୍ଟର ବୁଲାର ନିର୍ୟ୍ୟାସ ଅଳ୍ପ ଦିନ ମଧ୍ୟରେ ବାହାରିବ। ବିଜେଡି ଶାସନରେ ଥିବାବେଳେ ଭିକେ ପାଣ୍ଡିଆନ୍ ନିଜର ଆଧିପତ୍ୟ ଦେଖାଇ ବିଭିନ୍ନ ସ୍ଥାନକୁ ହେଲିକପ୍ଟର ଗସ୍ତ କରୁଥିଲେ । ଯେଉଁଥିରେ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେଣୁ ଏନେଇ ତଦନ୍ତ କରାଯାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା

ରଥଯାତ୍ରାରେ ଡ୍ରୋନ ସହାୟତା ନିଆଯିବ ; ଅଘଟଣ ଶୂନ୍ୟ ରଥଯାତ୍ରା ଲକ୍ଷ୍ୟ , ଗଡିବ ୩୬୫ ଟ୍ରେନ

ପୁରୀ : ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା । ପୁରୀ ଜଗିବ ୨୭୫ଟି ଏଆଇ କ୍ୟାମେରା । ପୁଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସୂଚନା । ୫...

Login