The Ultimate Managed Hosting Platform
ADVERTISEMENT

ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା : ନୃସିଂହ ସାହୁ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ନୃସିଂହ ସାହୁଙ୍କ ବଡ ବୟାନ । ପାଣ୍ଡିଆନଙ୍କ ପାଇଁ ହିଁ ଦଳ ହାରିଲା କହିଲେ ନୃସିଂହ ।ପାଣ୍ଡିଆନଙ୍କ ଯୋଗ ଦେବା ପରେ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ୨ଟି ସ୍ଥାନରେ ଛିଡା ହେଲେ , ଯାହାକୁ ନେଇ ବିଜେପି ଅପପ୍ରଚାର କଲା । କିଛି ଲୋକ ଆମ ବୈଠକକୁ ଭୁଲ ଚିତ୍ରଣ କରି ନବୀନଙ୍କୁ କହିଛନ୍ତି । ଆମେ ଯେତେବେଳେ ଏକାଠି ବସୁ ଦଳର ହିତ କଥା ଚିନ୍ତା କରୁ । ଅତନୁ ଓ ସଞ୍ଜୟଙ୍କ ଭଳି ନେତା ଆଗରୁ ହୋଟେଲରେ ବୈଠକ କରିଛନ୍ତି । ନବୀନଙ୍କୁ ଭେଟି କହିଛୁ ସସ୍ମିତ ଯାହା କଲେ ଠିକ କଲେନି । କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ , ସେ ବିଚାର କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login