The Ultimate Managed Hosting Platform
ADVERTISEMENT

ପାଣ୍ଡିଆନ ଆମ ନେତା ନୁହଁନ୍ତି ; ପ୍ରମିଳା

Facebook
Twitter
LinkedIn

ଭୁବନେଶ୍ୱର : ସମ୍ବିତଙ୍କୁ ସମର୍ଥନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା କହିଛନ୍ତି ଠିକ କହିଛନ୍ତି , ପାଣ୍ଡିଆନ ଆମ ନେତା ନୁହଁନ୍ତି । ଆମର ଜଣେ ହେଉଛନ୍ତି ନେତା ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ନାହିଁ , ସମସ୍ତେ ଠିକ ଓ ସଂଗଠିତ ଅଛନ୍ତି । ଭୋଜିଭାତକୁ ଗୋଷ୍ଠୀ କନ୍ଦଳ କହିବା ଠିକ ନୁହେଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login