The Ultimate Managed Hosting Platform
ADVERTISEMENT

ପାଣି ପାଇଁ ରାସ୍ତା ରୋକ

Facebook
Twitter
LinkedIn

ପଦ୍ମପୁର : ପିଇବା ପାଣି ପାଇଁ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ । ୱାର୍ଡ ନଂ ୩ ପଦ୍ମପୁର ଦୁର୍ଗା ମନ୍ଦିର ସାମ୍ନାରେ ରାସ୍ତା ଅବରୋଧ । ପାଇକମାଳ-ପଦ୍ମପୁର ରାସ୍ତାରେ ଅଟକିଛି ଗାଡି । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଲୋକେ । ବର୍ଷ ବର୍ଷ ଧରି ଏଙ୍ଖାରେ ପାଣି ସମସ୍ୟା ଲାଗି ରହିଛି । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ନ ହେବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ପାଣି ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login