ନୂଆଦିଲ୍ଲୀ : ଧରାପଡିଲା ପାକିସ୍ତାନର ଆଉ ଏକ ମିଛ । ପରାଜୟ ଲୁଚାଇବା ପାଇଁ ପାକିସ୍ତାନ କରିଥିଲା ମିଛ ଖବରକାଗଜ । ଫ୍ୟାକ୍ଟ ଖବର ବେଳେ ଧରିଲା ପାକିସ୍ତାନର ନିଜ ଖବର କାଗଡ ଦି ଡନ୍ । ଯୁଦ୍ଧକୁ ନେଇ ନିଜ ଦେଶର ଲୋକଙ୍କୁ ଭକୁଆ ବନାଇଥିଲା ପାକିସ୍ତାନ । ବ୍ରିଟେନ ଖବରକାଗଜର ନକଲି ପେଜ ବନାଇ ଭକୁଆ ବନାଇଥିଲା ପାକିସ୍ତାନ । ଦି ଟେଲିଗ୍ରାଫର ପାକ ବାୟୁ ସେନା ସମ୍ପର୍କରେ ନକଲି ପେଜ ବନାଇଥିଲା । ପାକ ବାୟୁସେନା ପିକ ଅଫ ସ୍କାଏ ଲେଖି ଖବର ଛାପିଥିଲା ପାକିସ୍ତାନ । ଏହି ଖବରକୁ ସଂସଦରେ ଦେଖାଇ ଚର୍ଚ୍ଚା ସାଉଁଟିଥିଲା ପାକ ବୈଦେଶିକ ମନ୍ତ୍ରୀ ।ହଲଗାମ ଆକ୍ରମଣ ପରେ ଆତଙ୍କବାଦର ମୁକାବିଲା ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ କରାଯାଇଥିବା ଅପରେସନ ସିନ୍ଦୁର ଉପରେ କେନ୍ଦ୍ର ସରକାର ଅନେକ ପାକିସ୍ତାନୀ ଖବରର ସତ୍ୟତା ଯାଞ୍ଚ କରିଛନ୍ତି। ପ୍ରେସ୍ ସୂଚନା ବ୍ୟୁରୋର ସତ୍ୟତା ଯାଞ୍ଚ ୟୁନିଟ୍ ସୋସିଆଲ ମିଡିଆରେ ପ୍ରସାରିତ “ସନ୍ଦେହଜନକ ବିଷୟବସ୍ତୁ” ବିରୁଦ୍ଧରେ ସତର୍କ କରାଇଛି ଏବଂ ଏହାକୁ “ପାକିସ୍ତାନ ପ୍ରାୟୋଜିତ ପ୍ରଚାର” ବୋଲି କହିଛି।
ପାକିସ୍ତାନର ଆଉ ଏକ ମିଛ, ପରାଜୟ ଲୁଚାଇବା ପାଇଁ ପାକିସ୍ତାନ କରିଥିଲା ମିଛ ଖବରକାଗଜ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











