The Ultimate Managed Hosting Platform
ADVERTISEMENT

ପାଇଖାନା ଟାଙ୍କିରେ ପଡି ୨ ମୃତ

Facebook
Twitter
LinkedIn

ଭୁବନେଶ୍ୱର : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ । ଶିଶୁପାଳଗଡର ରଘୁନାଥନଗର ଲେନ-୨ରେ ଅଘଟଣ । ଟାଙ୍କି ସଫାକଲା ବେଳେ ୨ ଶ୍ରମିକ ଅଣନିଶ୍ୱାସୀ ହୋଇଯାଇଥିଲେ । ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନେିଥିଲେ ଅଗ୍ନିଶମ ବାହିନୀ । କ୍ୟାପିଟାଲ ହସ୍ପିଟାଲରେ ୨ ଶ୍ରମିକଙ୍କୁ ମୃତ ଘୋଷଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login