The Ultimate Managed Hosting Platform
ADVERTISEMENT

ପହଁଚିଲେ ରାଷ୍ଟ୍ରପତି

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାରେ ପହଁଚିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଚିଲେ । କିଛି ସମୟ ପରେ ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବେ । ମାଙ୍କୁ ଦର୍ଶନ ସହ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛିା

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login