The Ultimate Managed Hosting Platform
ADVERTISEMENT

ପର୍ଯ୍ୟଟକଙ୍କୁ ମାଡ ଘଟଣା: ମୁଣ୍ଡଳି ଟୋଲଗେଟ ବନ୍ଦ

Facebook
Twitter
LinkedIn

ଆଠଗଡ : ଅନ୍ୟାଦେଶ ଯାଏଁ ମୁଣ୍ଡଳି ଟୋଲ ଗେଟ ବନ୍ଦ । ଛତିଶଗଡ ପର୍ଯ୍ୟଟଙ୍କୁ ଆକ୍ରମଣ ପରେ ପ୍ରଶାସନର ନିଷ୍ପତ୍ତି । ଓବିସିସି ସହ ବୈଠକ ପରେ କେବେ ଖୋଲିବ ନିଷ୍ପତ୍ତି । ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ସୂଚନା । ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ମୁଣ୍ଡଳି ଟୋଲଗେଟରେ ପର୍ଯ୍ୟଟକଙ୍କୁ ମାଡ ଘଟଣା ପରେ ବନ୍ଦ ହୋଇଛି ଟୋଲଗେଟ । ଛତିଶଗଡର ପର୍ଯ୍ୟଟଙ୍କୁ ସ୍ୱତନ୍ତ୍ର ବସରେ ପଠାଯିବ । ସ୍ୱତନ୍ତ୍ର ବସରେ ପଠାଇବେ ରାଜ୍ୟ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login