ଭୁବନେଶ୍ୱର : ଏସଆଇ ପରୀକ୍ଷା ସ୍କାମ ଘଟଣା । ପ୍ରାଥମିକ ଚାର୍ଜସିଟ ଦାଖଲ କଲା ସିବିଆଇ । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ । ଶଙ୍କର ପୃଷ୍ଟି , ମୁନ୍ନା ମହାନ୍ତି, ସୁରେଶ ନାୟକ, ସୈାମ୍ୟା ପ୍ରିୟଦର୍ଶନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚô ନାୟକ, ନୀତିଶ କୁମାରଙ୍କ ସମେତ ୧୬ ଜଣଙ୍କ ନାଁରେ ଚାର୍ଜସିଟ କରାଯାଇଛି । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସେହିପରି ୭ ଅଭିଯୁକ୍ତଙ୍କୁ CBI ଗିରଫ କରି କୋର୍ଟ ଚାଲାଣ କରିଥିଲା।
Views: 62











