The Ultimate Managed Hosting Platform
ADVERTISEMENT

ପରିକ୍ରମା ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ କରିବେ ଲୋକାର୍ପଣ

Facebook
Twitter
LinkedIn

ପୁରୀ : ଆଜି ଶ୍ରୀ କ୍ଷେତ୍ର ଲେଖିବ ଇତିହାସ । ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେବ ନୂଆ ଫର୍ଦ୍ଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ୩ ଦିନ ଧରି ଚାଲିଛି ମହାଯଜ୍ଞ । ଲୋକାର୍ପଣ ଉତ୍ସବକୁ ନେଇ କମ୍ପୁଛି ଶ୍ରୀ କ୍ଷେତ୍ର । ବେଦଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login