The Ultimate Managed Hosting Platform
ADVERTISEMENT

ପବନ ବୁଡାଇଲା ୨ ଡଙ୍ଗା , ୨ ନିଖୋଜ

Facebook
Twitter
LinkedIn

ମାଲକାନଗିରି : ସତୀଗୁଡା ଡ୍ୟାମରେ ୨ ଡଙ୍ଗାବୁଡି ୨ ନିଖୋଜ । କାଳବୈଶାଖୀ ପ୍ରଭାବରେ ୨ଟି ଡଙ୍ଗା ବୁଡିଯାଇଥିବା ସୂଚନା । ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ ।
ଅନ୍ୟପଟେ କାଳବୈଶାଖୀ ତାଣ୍ଡବରେ ନିର୍ମାଣାଧୀନ ଏୟାରଷ୍ଟ୍ରିପର କାନ୍ଥ ଭୁଶୁଡିଲା । କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଗଛ ଭାଙ୍ଗିପଡିଛି । ରାସ୍ତା ଉପରେ ଗଛ ପଡିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଉଡିଗଲା ଟିଣ ଘରର ଛପର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login