The Ultimate Managed Hosting Platform
ADVERTISEMENT

ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ

Facebook
Twitter
LinkedIn

ପଦ୍ମପୁର : ୧୨ ଘଣ୍ଟିଆ ବିଜେପୁର ବନ୍ଦ । ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ନାଗରିକ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି ।ପ୍ରଭାବରେ ବିଜେପୁରରେ ସମସ୍ତ ଦୋକାନ ବଜାର ବନ୍ଦ । ଏହାସହ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବି ବନ୍ଦ ରହିଛି । ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି କର୍ମୀ । ଫଳରେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଲୋକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login