ଭୁବନେଶ୍ୱର : ପଦ୍ମକେଶରୀପୁରରେ ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫକଲା ମଞ୍ଚେଶ୍ୱର ଥାନା ପୋଲିସ । ସୁଧ ଟଙ୍କା ଆଦାୟକୁ ନେଇ ଶ୍ୱଶୁର ବୋହୂଙ୍କୁ ଆକ୍ରମଣ କରିଥିଲେ ।
ତେବେ ସୁଧ କାରବାରକୁ ନେଇ ଅତିଷ୍ଠ ପଦ୍ମକେଶରୀପୁର ଗାଁ । ପଦ୍ମକେଶରୀପୁର ଗାଁରୁ ଆସିଛି ପୁଣି ଏକ ଦୟନୀୟ ଘଟଣା । କରଜ ଶୁଝି ସାରିଲେଣି ୩ ପିଢି , ତଥାପି ସୁଧ ନେଉଛି ମହାଜନ । ସୁଧ ଶୁଝି ନ ପାରିବାରୁ ଘର ଡିହ ଉପରେ ଆଖି ପକାଉଛି ସାହୁକାର । ଦିବ୍ୟାଙ୍ଗ ଯୁବକଙ୍କୁ ମିଳୁଥିବା ସରକାରୀ ଭତ୍ତାକୁ ବି ଛାଡୁନି ସାହୁକାର ।
Views: 74











