ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଦ୍ୱାରା ଶତାଧିକ ଏସଆଇ ଚାକିରି ଆଶାୟୀ ଅଟକ ରହିଥିବା ସୂଚନା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲରମରେ ପୋଲିସ ଧରିଥିବା ସୂଚନା । ଏସଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଲେ । ଓଡିଶା ପୋଲିସର ସବ ଇନସ୍ପେକ୍ଟର ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ନେଉଥିବା ସୂଚନା ରହିଛି । ଶ୍ରାକାକୁଲମରେ ଧରାପଡିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା । ଓଡିଶା ପୋଲିସ ଏସଆଇ ପରୀକ୍ଷାର ବଡ ଜାଲିଆତି ପଦାରେ ପଡିଥିବା ଚର୍ଚ୍ଚା ହେଉଛି ।
Views: 43