The Ultimate Managed Hosting Platform
ADVERTISEMENT

ପଡୋଶୀ ପାକିସ୍ତାନକୁ ଶୋଷରେ ମାରିବାକୁ ଭାରତର ରଣନୀତି, ପହଲଗାମ ଆକ୍ରମଣର ଦେବ କଡା ଜବାବ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନକୁ ଭାରତର ପ୍ରଥମ ଜବାବ। କୂଟନୈତିକ ଯୁଦ୍ଧ ଆରମ୍ଭ କରିଛି ଭାରତ। ପହଲଗାମ ଆକ୍ରମଣ ପରେ ଭାରତର ୫ ବଡ଼ ପଦକ୍ଷେପ । ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକର୍କିତ କ୍ୟାବିଟେନ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସହ ବାତିଲ ହୋଇଛି ୧୯୬୦ ସିନ୍ଧୁ ଜଳ ଚୁକ୍ତି । ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ସେହିପରି ୱାଘା-ଅଟ୍ଟାରୀ ସୀମା ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପାକିସ୍ତାନୀ ନାଗରିକଙ୍କୁ ଭିସା ବାତିଲ ହେଲା । ସାର୍କ ଭିସାରେ ଭାରତ ଆସିପାରିବେନି ପାକିସ୍ତାନୀ । ସାର୍କ ଭିସାରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ । ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ଥିବା ସାମରିକ ପରାମର୍ଶଦାତାଙ୍କୁ ପର୍ସନା ନନଗ୍ରାଟା ବା ଅବାଞ୍ଛିତ ବ୍ୟକ୍ତି ଘୋଷଣା କରାଗଲା । ସେମାନେ ପାକିସ୍ତାନ ଫେରିବେ । ଗୋଟିଏ ସପ୍ତାହ ଭିତରେ ପାକିସ୍ତାନ ଫେରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login