The Ultimate Managed Hosting Platform
ADVERTISEMENT

ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Facebook
Twitter
LinkedIn

ନୟାଗଡ଼: ବାଇକ ସହ ବାଇକ ଧକ୍କା । ପୃଥକ ପୃଥକ ସ୍ଥାନରେ ଘଙ୍କିଛି ଦୁର୍ଘଟଣା । ନୟାଗଡ଼ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଚଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗୋଟିଏ ଦୁର୍ଘଟଣା ଇଟାମାଟି ଥାନା ବଡ଼ପଣ୍ଡୁସରରେ ହୋଇଥିବା ବେଳେ ଅନ୍ୟଟି ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ନିକଟରେ ଘଟିଛି। ଉଭୟ ସ୍ଥାନରେ ବାଇକ ସହ ବାଇକ ଧକ୍କା ହୋଇ ଦୁର୍ଘଟଣା ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login