The Ultimate Managed Hosting Platform
ADVERTISEMENT

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

Facebook
Twitter
LinkedIn

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଯୋଗୁଁ କେହି ମୃତାହତ ହୋଇ ନାହାଁନ୍ତି। ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ଇଜେକ୍ଟ କରିଥିଲେ । ଆଜି ଭୋର ୪.୩୦ ମିନିଟ ସମୟରେ ହୋଇଛି । ନୌସେନା ଜାରି କରିଥିବା ବୟାନରେ କୁହାଯାଇଛି କି, ଦୁର୍ଘଟଣା ସମୟରେ ପାଇଲଟ ଜଣକ ପାରାଚ୍ୟୁଟ ଜରିଆରେ ନିଜ ଜୀବନ ବଞ୍ଚାଇଛନ୍ତି । ଏହି ଘଟଣାରେ ସମସ୍ତେ ସୁରକ୍ଷିତ ରହିଛନ୍ତି । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login