The Ultimate Managed Hosting Platform
ADVERTISEMENT

ନେତାଙ୍କୁ ଏବେ ପୋଲିସ୍ ଅଡୁଆ କି ?

Facebook
Twitter
LinkedIn

ଭୁବନେଶ୍ୱର: ଝାରସଗୁଡା ବ୍ରଜରାଜନଗର ବରିଷ୍ଠ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ହେବା ଘଟଣାର ପରଦା ଏଯାଏ ହଟି ନଥିବା ବେଳେ ପୁଣି ଜଣେ ହନପ୍ରତିନିଧିଙ୍କୁ ହତ୍ୟା ପାଇଁ ଯୋଜନା ପଦାକୁ ଆସିବା ପରେ ରାଜ୍ୟରେ ଏବେ ନେତାଙ୍କ ସୁରକ୍ଷାକୁ ନେଇ ନାନା ପ୍ରଶ୍ନ ଉଭା କରିଛି । ତେବେ ବ୍ୟକ୍ତିଗତ ଶତୃତାରୁ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜଣେ କନେଷ୍ଟବଳ ହତ୍ୟା ପାଇଁ ଯୋଜନା କରୁଥିବା ଘଟଣା ଏବେ ହାଟରେ ପଡି ଦାଣ୍‌ଡରେ ଗଡୁଛି ।

ଘଟଣାଟି ପ୍ରଘଟ ହେବା ପରେ କୋଲାବିରା ଥାନାର କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ଅଣାଯାଇ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ । ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଏସ୍‌. ପରମାର ଦେଇଛନ୍ତି ସୂଚନା । ଅନ୍ୟପକ୍ଷେ ସଂପୃକ୍ତ କନେଷ୍ଟବଳ ଶ୍ରୀଦାସ ନିଶା ଶକ୍ତ ଅବସ୍ଥାରେ ଏଭଳି କିଛି ଥାନା ପରିସର ମଧ୍ୟରେ କହିଥିବା ଏସ୍ପି ଶ୍ରୀ ପରମାର ସ୍ୱୀକାର କରବା ସହ କନେଷ୍ଟବଳଙ୍କ ନିକଟରୁ ବନ୍ଧୁକ ଜବଦ ହେବା ଘଟଣାକୁ ଗୁଜବ ବୋଲି କହିଛନ୍ତି ଏସ୍ପି ଶ୍ରୀ ପରମାର ।

ତେବେ ସୋସିଆଲ ମିଡିଅ।।ରେ ଭାଇରଲ ହେଉଥିବା ଚିତ୍ରରେ କନେଷ୍ଟବଳଙ୍କ ହାତରେ ବନ୍ଧୁକ ରହିଥିବାର ଦୃଶ୍ୟ ସ୍ପଷ୍ଟ ହେଉଛି । ତେବେ ଘଟଣା ଉପରୁ କେବେ ହଟୁଛି ପରଦା ଓ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଭାଗ ତାହା ଦେଖିବାକୁ ରହିଛି ।
ବୁୁ୍ୟରୋ ରିପୋର୍ଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login