The Ultimate Managed Hosting Platform
ADVERTISEMENT

ନେଟ୍ସରେ ଧୋନୀଙ୍କ ଜବରଦସ୍ତ ଅଭ୍ୟାସ

Facebook
Twitter
LinkedIn

ଆଉ କିଛିଦିନ ପରେ ଆରମ୍ଭ ହେବ ଆଇପିଏଲ । ଚଳିତ ବର୍ଷ ୧୦ଟି ଦଳ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ନୂଆ ସିଜିନ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଖେଳାଳି ଗୁରୁଜାରଟର ସୁରଟରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି । ସିଏସକେ ଟିମ୍ ନିଜର ପଞ୍ଚମ ଟ୍ରଫି ଜିତିବା ପାଇଁ କସରତ ଆରମ୍ଭ କରିଦେଇଛି ।

ତେବେ ମୁକାବିଲା ଆରମ୍ଭ ହେବା ପୂର୍ବରୁ ସିଏସକେ ଅଧିନାୟକ ଏମଏସ ଧୋନୀ ଷ୍ଟାଡିୟରେ ଜବରଦସ୍ତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗସ ନିଜର ଟ୍ୱିଟର ପେଜରେ ଧୋନୀଙ୍କ ଭିଡିଓ ଜାରି କରିଛି । ନିକଟରେ ବିସିସିଆଇ ଆଇପିଏଲପ ସମସ୍ତ ମ୍ୟାଚ୍ ମହାରାଷ୍ଟ୍ରରେ କରିବା ନେଇ ଘୋଷଣା କରିଥିଲା । ଏହାପରେ ସିଏସକେ ନିଜର ବେସ୍ କ୍ୟାମ୍ପ ଚେନ୍ନାଇରୁ ସୁରଟକୁ ପରିବର୍ତ୍ତନ କରିଥିଲା । କୁହାଯାଉଛି ଯେ, ସୁରଟର ଲାଲ ଭାଇ ଷ୍ଟାଡିୟମର ପିଚ୍ ଓ ଓ୍ୱୋଙ୍ଖଡେ ପିଚ୍‌ ପ୍ରାୟକଃ ସମାନ ଅଟେ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login