The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନୂଆପଡାରେ ମାଓ ପୋଷ୍ଟର ଓ ବ୍ୟାନର ଠାବ

Facebook
Twitter
LinkedIn

ନୂଆପଡା : ପୁଣି ଲାଲବାହିନୀ ଲଗାଇଲେ ପୋଷ୍ଟର । ପୋଷ୍ଟର ଓ ବ୍ୟାନର ଠାବ ଲଗାଇଥିବା ଦେଖିବାକୁ ମିଳିଛି । ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗାଁର ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟଗୁଡିକରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ନାଲି ବ୍ୟାନରକୁ ଉଦ୍ଧାର କଲା ନୂଆପଡା ପୋଲିସ । ପିଏଲଜିଏର ୨୩ ବର୍ଷ ପୂର୍ତ୍ତି ଅବସରରେ ୨ ରୁ ୮ ଡିସେମ୍ବର ପର୍ୟ୍ୟନ୍ତ ଜୋର ସୋର ରେ ପାଳନ କରିବାକୁ ଅପିଲ। କରାଯାଇଛି କ୍ଷ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି । ଲଗାଯାଉଥିବା ବ୍ୟାନରରେ ଯୁବକ ଯୁବତୀଙ୍କୁ ଭର୍ତ୍ତି ହେବାପାଇଁ ଅନୁରୋଧ କରିଛନ୍ତି । ଏହାସହ ଜନମୁକ୍ତି ଛାପାମାର ସେନା ଜିନ୍ଦାବାଦ, ନବ ଯାନବାଦୀ କ୍ରାନ୍ତି ଜିନ୍ଦାବାଦ ଲେଖା ରହିଛି ବ୍ୟାନରରେ । ପୋଷ୍ଟର ଦେଖି ଭୟଭୀତ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ମାଓ ପୋଷ୍ଟର ଓ ବ୍ୟାନର ଜବତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login