The Ultimate Managed Hosting Platform
ADVERTISEMENT

ନୂଆପଡାରେ ପୁଣି ବାଘ ଆତଙ୍କ

Facebook
Twitter
LinkedIn

ନୂଆପଡା : ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ବାଘ ଆତଙ୍କ ଖେଳାଇଥିବାରୁ ଭୟଭୀତ ହୋଇଛନ୍ତି ଲୋକେ । ଦରିଆମହୁଆଭଟା ଗାଁରେ ଗାଇକୁ ମାରିଥିବା ଅଭିଯୋଗ । ଜଙ୍ଗଲକୁ ଗାଇ ଚରି ଯାଇଥିବା ବେଳେ ମାରିଥିବା ଅଭିଯୋଗ ।
ସେପଟେ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଅନେକ ପଶୁପକ୍ଷୀ ଜନବସତି ମୁହାଁ ହେଉଛନ୍ତି । ଗତକାଲି ୪ ଟି ହାତୀ ଶିଖରଚଣ୍ଡି ପାହାଡ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀ ମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ବେଳେ ଅନେକ ଘର ଦ୍ୱାର ଖାଦ୍ୟ ଶସ୍ୟ ନଷ୍ଟ ହେଉଛି । ସେହିପରି ମଣିଷ ମାନଙ୍କୁ ଦଳି ମାରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login