The Ultimate Managed Hosting Platform
ADVERTISEMENT

ନୂଆପଡା ଉପନିର୍ବାଚନ ; ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ବିଜେପି

Facebook
Twitter
LinkedIn

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ଜୋନ ଦାୟିତ୍ୱ ଦେଲା ବିଜେପି । ବଞ୍ଜରୀ-ରବି ନାଏକ, ସୁନାଦେଇ-ଗଣେଶ ରାମ ସିଂ ଖୁଣ୍ଟିଆ, ପାତାଳେଶ୍ୱର-ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା-କୃଷ୍ଣ ଚନ୍ଦ୍ର ପାତ୍ର , କୋନା ଭଇରା- ବିଭୂତି ଭୂଷଣ ଜେନା , ଯୋଗେଶ୍ୱର-ନିତ୍ୟାନନ୍ଦ ଗଣ୍ଡ . ନୂଆପଡା ଏନଏସି-ମୁକେଶ ମହାଲିଙ୍ଗ, ଖରିଆର ରୋଡ ଏନଏସି-କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ମଧ୍ୟ ଦାୟିତ୍ବ ବାଣ୍ଟି ସାରିଛି । ବିଜେଡି ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍ଏସି, କୋମନା ବ୍ଲକ ଓ ଖରିଆରରୋଡ୍ ଏନ୍ଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛି । ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରାମଚରଣ ରଞ୍ଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ବ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login