ଭଦ୍ରକ : ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିିପିଟି ହତ୍ୟା ଅଭିଯୋଗ। ଧାମନଗର ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର ଲୋକେ। ମୃତକ ଜଣ ଯାଜପୁରର ହୋଇଥିବା ବେଳେ ସେ ୪ ତାରିଖରେ ନିଶାନିବାରଣ କେନ୍ଦ୍ର ଆସିଥିଲେ। କାଲି ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଭଦ୍ରକ ମେଡିକାଲରେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଶରୀରରେ କ୍ଷତ ଚିହ୍ନ ଥିବାରୁ ପିଟିପିଟି ମାରିଥିବା ପରିବାର ଲୋକଙ୍କ ଅଭିଯୋଗ।
Views: 86











