ନୀଳଗିରି : ନିର୍ମାଣଧୀନ ପୋଲ ଉପରକୁ ମାଡିଗଲା ଆମ୍ବୁଲାନ୍ସ । ପୋଲ ଉପରେ ଝୁଲି ରହିଛି ଆମ୍ବୁଲାନ୍ସ , ଡ୍ରାଇଭର ଫେରାର । ସଜନାଗଡ ରାସ୍ତା ପୋଡାଶୁଳା ନିକଟରେ ଦୁର୍ଘଟଣା । ଭାଲୁକାଶୁଣି ଗାଁକୁ ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଜନନୀ ଏକ୍ସପ୍ରେସ ରୋଗୀ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
Views: 80











