The Ultimate Managed Hosting Platform
ADVERTISEMENT

ନିଯୁକ୍ତି ସ୍କାମ ନେଇ ଭୁବନେଶ୍ୱର ଏମସରେ ସିବିଆଇର ରେଡ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ବର ଏମସରେ ରେଡ୍ । ନିଯୁକ୍ତି ସ୍କାମ ନେଇ ଏମ୍ ସରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି ସିବିଆଇ ଟିମ୍ ଚଢ଼ାଉ କରିଛି । ଭୁବନେଶ୍ବର ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login