The Ultimate Managed Hosting Platform
ADVERTISEMENT

ନିମନ୍ତ୍ରଣପତ୍ରରେ ସାଂସଦ ଦେବାଶିଷଙ୍କ ନାଁ ନ ଥିବା ପ୍ରସଙ୍ଗ ; ସୁବାସ ସିଂ କହିଲେ ଆବଶ୍ୟକ ନାହିଁ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ନିମନ୍ତ୍ରଣ ପତ୍ରରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନ ଥିବା ପ୍ରସଙ୍ଗ । ବନ୍ଧୁମିଳନ ନିମନ୍ତ୍ରଣକୁ ନେଇ କଟକ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା । ସବୁ ନେତାଙ୍କ ନାଁ ନିମନ୍ତ୍ରଣପତ୍ରରେ ରହିବାର ଆବଶ୍ୟକତା ନାହିଁ । ଅତିଥି ଭାବେ ଦେବାଶିଷ ବାବୁ ଯୋଗ ଦେବେ ବୋଲି ନିମନ୍ତ୍ରଣପତ୍ରରେ ନାଁ ନାହିଁ । ଆହୁରି ଅନେକ ନେତା ଅଛନ୍ତି , ଯାହାଙ୍କ ନାଁ ନିମନ୍ତ୍ରଣପତ୍ରରେ ନାହିଁ । ଅତୀତରେ ଦୀର୍ଘ ବର୍ଷ ଦେବାଶିଷ ବାବୁ ସଂଗଠନର ମୁଖ୍ୟ ରହିଛନ୍ତି । ପ୍ରଥମ ଥର ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ ହେଉଥିବାରୁ ଆମେ ଖୁସି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login