ନୂଆଦିଲ୍ଲୀ : ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ ଉତକ୍ଷେପଣ । GSLV-F12 ଜରିଆରେ NVS-01 ର ସାଟେଲାଇଟ ଉତକ୍ଷେପଣ । ଉତକ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ।
GSLV-F12 ର ନାଭିଗେସନ ସାଟେଲାଇଟ ଏନଭିଏସ-୦୧ ସଫଳତା ସହିତ ସ୍ଥାପିତ କରାଯାଇଥିଲା । ଏହି ସାଟେଲାଇଟ ଭାରତ ଏବଂ ମୁଖ୍ୟ ଭୂମିର ପାଖାପାଖି ୧୫୦୦ କିଲୋମିଟର ଅଞ୍ଚଳର ସମସ୍ତ ସ୍ଥିତି ଏବଂ ସମୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବ । ଇସ୍ରୋ ଏହା ମଧ୍ୟ କହିଛି, ଲଞ୍ଚ ହେବାର ୨୦ ମିନିଟ ପରେ ରକେଟ ପାଖାପାଖି ୨୫୧ କିଲୋମିଟର ଉଚ୍ଚରେ ଭୌଗଳିକ ସ୍ଥାନାନ୍ତର କକ୍ଷପଥ ରେ ଉପଗ୍ରହ ସ୍ଥାପିତ କରିବ । ଏଲ୧, ଏଲ୫ ଏବଂ ଏସ ବ୍ୟାଣ୍ଡ ଉପକରଣ ସହିତ ଏନଭିଏସ- ୦୧ଲଞ୍ଚ ହୋଇଛି ।
ଇସ୍ରୋର ପ୍ରମୁଖ ଡା. ଏସ ସୋମନାଥ କହିଛନ୍ତି ଯେ ସେମାନେ ୭ ପୁରୁଣା ନାଭିକ ସାଟେଲାଇଟ ଦ୍ୱାରା କାର୍ୟ୍ୟ ଚଳାଇଥିଲେ । କିନ୍ତୁ ସେଥି ମଧ୍ୟରୁ ମାତ୍ର ୪ଟି କାମ କରୁଥିଲା ଏବଂ ୩ଟି ଖରାପ ହୋଇ ଯାଇଥିଲା । ଯଦି ୩ଟି ସାଟେଲାଇଟକୁ ବଦଳା ଯାଇଥାନ୍ତା ସେହି ସମୟରେ ଅନ୍ୟ ୪ଟି ଖରାପ ହୋଇଯାଇଥାନ୍ତା । ଏଥି ପାଇଁ ସେମାନେ ପାଞ୍ଚ ନେକ୍ସ୍ଟ ଜେନେରେସନ ନାଭିକ ସାଟେଲାଇଟ ଏନଭିଏସକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ ।
ନାଭିଗେସନ ସାଟେଲାଇଟ ଉତକ୍ଷେପଣ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







